ନକଲି ଔଷଧ କାରବାର ମାମଲା; ବିହାରର ୨ ବ୍ୟବସାୟୀ ଚିହ୍ନଟ

କଟକରେ ନକଲି ଔଷଧ କାରବାର ଲିଙ୍କ୍‌ରେ ବିହାର ଯାଇଥିବା ଟିମ୍‌କୁ ସଫଳତା ମିଳିଥିବା ନେଇ କଟକ ଡିସିପି ସୂଚନା ଦେଇଛନ୍ତି।

ନକଲି ଔଷଧ ଯୋଗାଉଥିବା ବିହାରର ୨ ବ୍ୟବସାୟୀଙ୍କୁ ଚିହ୍ନଟ କରିଛି ଟିମ୍। କେଉଁଠି ନକଲି ଔଷଧ ତି‌ଆରି ହେଉଥିଲା ଯାଞ୍ଚ ଚାଲିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes