ଧ୍ୱଜା ବନ୍ଧା ରସିଦ୍‌ ଜାଲିଆତି ଘଟଣାରେ ଛତାର ସେବକ ନିଲମ୍ବିତ

୬ ମାସ ଯାଏଁ ଛତାରସେବକ ରଞ୍ଜିତ କର ନିଲମ୍ବିତ ହୋଇଛନ୍ତି। ତାଙ୍କୁ ନିଲମ୍ବନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ହାଇଦ୍ରାବାଦର ଜଣେ ଭକ୍ତଙ୍କୁ ୧୪ ହାତି ଧ୍ୱଜାର ଜାଲ ରସିଦ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes