ଧୃବଚରଣ ପ୍ରଧାନଙ୍କ ତିନୋଟି ପୁସ୍ତକ ଉନ୍ମୋଚିତ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ନୁଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶିକ୍ଷା ଓ ଶିକ୍ଷକ ମଙ୍ଗଳ କମିଟିର ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ଅବସରପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଧୃବଚରଣ ପ୍ରଧାନଙ୍କ ରଚିତ ତିନୋଟି ପୁସ୍ତକ ଯଥାକ୍ରମେ ପ୍ରବନ୍ଧ ପ୍ରବାହ, ଭକ୍ତି ରସାମୃତ ଓ ମୃଗୁଣୀ ଉଦ୍ଧାର ଆଦି ଉନ୍ମୋଚିତ ହୋଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes