ଆଇଏଏସ ଧୀମାନ ଚକ୍ମାଙ୍କ ଜାମିନ ଆବେଦନ ମାମଲାରେ ଭିଜିଲାନ୍ସ ପକ୍ଷରୁ ହାଇକୋର୍ଟରେ କେସ୍ ଡାଏରୀ ଓ ରେକର୍ଡ ପତ୍ର ଦାଖଲ କରାଯାଇଛି।
ଆସନ୍ତା ସପ୍ତାହକୁ ଶୁଣାଣି ଘୁଞ୍ଚାଇଲେ ହାଇକୋର୍ଟ। ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଜେଲ୍ରେ ଅଛନ୍ତି ଧୀମାନ।
Credible Local News of Odisha