ଏପରି ଚେତାବନୀ ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ତେଲ ଦର ବୃଦ୍ଧି ପରେ ବସ୍ ଭଡ଼ା ଅଧିକ ନେଉଥିବା ଅଭିଯୋଗ ଆସିଛି। ୨% ଭଡ଼ା ବୃଦ୍ଧି ହୋଇଛି, ଅଧିକ ନେବା ଉପରେ ନଜର ରଖାଯାଇଛି, ଅଧିକ ନ ଦେଇ ସଠିକ୍ ଭଡ଼ା ଦେଇ ଯାତ୍ରା କରିବାକୁ ମନ୍ତ୍ରୀ ସାଧାରଣ ଲୋକଙ୍କୁ ଅପିଲ୍ କରିଛନ୍ତି।
Credible Local News of Odisha