ଧାରଣାରତ ଶିକ୍ଷକଙ୍କ ପାଇଁ ଜାରି ହେବ କାରଣ ଦର୍ଶାଅ ନୋଟିସ

ବୋର୍ଡ ଆଗରେ ଧାରଣାରତ ଶିକ୍ଷକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ସୁପାରିସ ପ୍ରସଙ୍ଗରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତିରଂଜନ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ, ବୋର୍ଡ ପକ୍ଷରୁ ଚିଠି ମିଳିବା ପରେ ସେମାନେ କେଉଁ ଶିକ୍ଷକ ତଦନ୍ତ ହେବ।

କଣ ପାଇଁ ବୋର୍ଡ ଅଫିସ ଆସିଥିଲେ, ସେ ନେଇ କାରଣ ଦର୍ଶାଅ ନୋଟିସ ହେବ। ଯଦି ସୋ କଜ୍ ଉତ୍ତରରେ ସନ୍ତୁଷ୍ଟ ନହେଲୁ, ଘଟଣାର ତଦନ୍ତ ହେବ ବୋଲି ସେ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes