ଧାମରା ମତ୍ସ୍ୟ ପୋତାଶ୍ରୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୧ତମ ବୈଠକରେ ଆଜି ଧାମରା ଜେଟିରେ ବିକାଶ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି କରାଯାଇଛି।
ଉକ୍ତ ବୈଠକ ଉପଜିଲ୍ଲାପାଳ ମନୋଜ ପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଭଦ୍ରକ ଜିଲ୍ଲା ମତ୍ସ୍ୟ ଅଧିକାରୀ ମାନଶ ରଞ୍ଜନ ସାହୁ ଉପସ୍ଥିତ ଥିଲେ।