ଧାମରାରେ ପେଲେଟ ପ୍ଲାଣ୍ଟ ଓ ଫିଲଟର କେକ ପ୍ଲାଣ୍ଟ

ଭଦ୍ରକ ଜିଲ୍ଲାର ଧାମରାରେ ସୋମପୁରୀ ଇନଫ୍ରା ଷ୍ଟ୍ରକଚର୍ସ ପ୍ରାଇଭେଟ ଲିମିଟେଡ଼ 7811 କୋଟି ନିବେଶରେ ଏକ ପେଲେଟ ପ୍ଲାଣ୍ଟ ଓ ଫିଲଟର କେକ ପ୍ଲାଣ୍ଟ ପ୍ରତିଷ୍ଠା କରିବ l ଏହି ପ୍ରସ୍ତାବକୁ ଆଜି ଅନୁମୋଦନ ମିଳିଛି l
ପ୍ରସ୍ତାବିତ ପ୍ରକଳ୍ପରେ 684 ରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes