ଧାମନଗର ଉପନିର୍ବାଚନ :ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେପି ଆଗୁଆ

ଆଜି ଧାମନଗର ଉପନିବାର୍ଚନ ଭୋଟଗଣତି କଡା ସୁରକ୍ଷା ଭିତରେ ଜାରି ରହିଛିl
ମୋଟ 18 ରାଉଣ୍ଡ ଗଣତି ହେବକୁ ଥିବା ବେଳେ ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ଆଗୁଆ ଥିବା ସୂଚନା ମିଳିଛି l

ବିଜେପିକୁ ୪୭୪୯, ବିଜେଡିକୁ ୩୯୮୦ ଏବଂ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ 400 ଖଣ୍ଡ ଭୋଟ ମିଳିଥିବା ସୂଚନା ମିଳିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes