ଧାମନଗରରେ ଦିନ ୧ଟା ସୁଦ୍ଧା ୩୮.୭୫% ମତଦାନ

ଧାମନଗର ଉପନିର୍ବାଚନ ପାଇଁ ମତଦାନ ଜାରି ରହିଥିବା ବେଳେ ଦିନ ୧ଟା ସୁଦ୍ଧା ୩୮.୭୫% ମତଦାନ ହୋଇଥିବା ନେଇ ସିଇଓ ସୂଚନା ଦେଇଛନ୍ତି।

ଆରମ୍ଭରୁ ୫ଟି ବୁଥ୍‌ରେ ସାମାନ୍ୟ ତ୍ରୁଟି ଥିଲା, ଏବେ ସବୁ ଠିକଠାକ୍ ଚାଲିଛି ବୋଲି ସେ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version