ଧାନ ବିକ୍ରି ସମସ୍ୟା ଓ ପଞ୍ଜିକରଣ ଦାବିରେ କୋକସରା ବନ୍ଦ

ଏନ୍‌ଏଚ୍ ୨୬ ଭବାନୀପାଟଣା-ଜୟପୁର ରାସ୍ତା ଅବରୋଧ କରିଛନ୍ତି ଜୟପାଟଣା, କୋକସରା ଓ ଧର୍ମଗଡ଼ ଅଂଚଳର ଚାଷୀ। ଇନ୍ଦ୍ରାବତୀ ମେଗା ଲିଫ୍ଟ ଅଞ୍ଚଳର ଚାଷୀଙ୍କ ରବି ଧାନ ପଞ୍ଜିକରଣ ଦାବିରେ ବନ୍ଦ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes