ଧାନ ଖଳାରେ ଚାଷୀଙ୍କୁ ଦଳି ମାରିଲା ହାତୀ

ଦେବଗଡ଼ ଜିଲ୍ଲା ରିଆମାଳ ଫରେଷ୍ଟ ରେଞ୍ଜ ଚିରୁଗୁଣିକୁଦର ଗାଁରେ ହାତୀ ଆକ୍ରମଣରେ ଚାଷୀର ମୃତ୍ୟୁ ଘଟିଛି।

ରାତିରେ ଧାନଖଳାରେ ଥିବାବେଳେ ହାତୀ ଦଳି ଦେଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version