ଧାନ କିଣା ହିସାବ ମିଳୁନି, ରିପୋର୍ଟ ତଲବ

ଭଦ୍ରକ ଜିଲାରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଥିବା ବେଳେ ଧାନ କିଣା ମୁଖ୍ୟ ଦାୟିତ୍ୱରେ ଥିବା ଅତିରିକ୍ତ ଯୋଗାଣ ସହାୟକଙ୍କ ନାମରେ ଭିଜିଲାନ୍ସ ମାମଲା ରୁଜୁ କରିଛି ।

ଅତିରିକ୍ତ ଯୋଗାଣ ସହାୟକଙ୍କ ଚାକିରୀ ସଂକ୍ରାନ୍ତୀୟ ସମସ୍ତ ରିପୋର୍ଟ ଦେବା ପାଇଁ ଭିଜିଲାନ୍ସ ପକ୍ଷରୁ ଜିଲା ଯୋଗାଣ ବିଭାଗକୁ ଆସିଥିବା ଏକ ଚିଠିରୁ ଏହା ସ୍ପଷ୍ଟ ହୋଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version