ଧର୍ମ ପରାୟଣ ମହିଳାଙ୍କ ପରଲୋକ

ବିନିକା ବ୍ଳକ ଅନ୍ତର୍ଗତ ମେଘେଲା ଗ୍ରାମର ଧର୍ମ ପରାୟଣ ମହିଳା ତଥା ସମସ୍ତଙ୍କ ପରୋପକାରୀ ମେନା ମହାକୁର (୯୩)ଙ୍କ ଆଜି ସକାଳେ ପରଲୋକ ଘଟିଛି ।

ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଆଖପାଖର ବହୁ ମାନ୍ୟଗଣ୍ୟ ବ୍ୟକ୍ତି,ଆତ୍ମୀୟ ପରିବାର ଘରକୁ ଆସି ଶେଷ ଦର୍ଶନ କରିଥିଲେ ।ଏକ ଶୋଭାଯାତ୍ରାରେ ନିକଟସ୍ଥ ଶ୍ୱସାନ ଘାଟକୁ ନିଆଯିବା ପରେ ସେଠାରେ ତାଙ୍କର ପୁତ୍ର ତଥା ପୂର୍ବତନ ସରପଂଚ ବିଜୟ ମହାକୁର ମୂଖାଗ୍ନି ପ୍ରଦାନ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes