ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ ଦିନ ଉପଲକ୍ଷେ ସାମୁହିକ ପୂଜାର୍ଚ୍ଚନା

ଅନୁଗୁଳ ଜିଲ୍ଲା ବିଏମଏସ ପକ୍ଷରୁ ଆଜି ସ୍ଥାନୀୟ ସାଇ ମନ୍ଦିର ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ ଦିନ ଉପଲକ୍ଷେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସାମୁହିକ ପୁଜାର୍ଚ୍ଚନା କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version