ଧର୍ମଶାଳା ହାଇସ୍କୁଲରେ ସିଆରସିସିଙ୍କ ବୈଠକ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପଞ୍ଚାୟତ ହାଇସ୍କୁଲ ଧର୍ମଶାଳା ଠାରେ ଆଜି ଉଲୁଣ୍ଡା ଓ ବିଏମପୁର ବ୍ଳକର ସମସ୍ତ ସିଆରସିସିମାନଙ୍କ ଏକ ଦିନିଆ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏଥିରେ ବୀରମହାରାଜପୁର ବିଇଓ ଶାନ୍ତନୁ କୁମ୍ଭକାର ଓ ଉଲୁଣ୍ଡା ବିଇଓ ,ଏଡିଇଓ,ଡିଇଓ ଯୋଗ ଦେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes