ଧରଣୀଧର ଜୟନ୍ତୀରେ ପଦ୍ମଶ୍ରୀ ଦୈତ୍ଯାରୀ ନାଏକ ସମ୍ବର୍ଦ୍ଧିତ ହ

ଧରଣୀଧର ବିଶ୍ବବିଦ୍ୟାଳୟ କେନ୍ଦୁଝର ତରଫରୁ ବିପ୍ଳବୀ ଧରଣୀଧର ଜୟନ୍ତୀ ପାଳନ ଅବସରରେ ବିଶ୍ବବିଦ୍ୟାଳୟ ପରିସରରେ ଥିବା ବିପ୍ଳବୀ ଧରଣୀଧରଙ୍କ ପ୍ରତିମୂର୍ତ୍ତିରେ ମାଲ୍ଯାର୍ପଣ କରିଥିଲେ।

ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଜୟନ୍ତୀ ସଭାରେ ଜୟନ୍ତୀ କମିଟିର ଆବାହକ ଡଃ ସୁମନ୍ତ୍ର ନାଏକ, କୁଳସଚିବ ନରେନ୍ଦ୍ର ସାହୁ, ସ୍ନତକୋତ୍ତର ପରିଷଦ ଅଧ୍ଯକ୍ଷ ପ୍ରଫେସର ସତ୍ଯବ୍ରତ ମିଶ୍ର ଅତିଥି ଭାବେ ମୁଖ୍ଯବକ୍ତା ଅଧ୍ଯାପକ ସୁଧା ଦାସ ଯୋଗଦେଇଥିଲେ। ପଦ୍ମଶ୍ରୀ ଦୈତ୍ଯାରୀ ନାଏକଙ୍କୁ ବିପ୍ଳବୀ ଧରଣୀଧର ସମ୍ମାନରେ ସମ୍ମାନିତ କରାଯାଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes