ଧନ୍ଦାମୂଳକ ଶିକ୍ଷାରେ ପାସ ହାର 70.35%

ଚଳିତ ବର୍ଷ ଧନ୍ଦାମୂଳକ ଶିକ୍ଷାରେ 5673 ଜଣ ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ବେଳେ 70.35% ପାସ ହାର ହୋଇଛି, ଅର୍ଥାତ 3991 ଜଣ କୃତକାର୍ଯ୍ୟ ହୋଇଛନ୍ତି l
ଛାତଙ୍କ ପାସ ହାର 66.39% ଥିବା ବେଳେ ଛାତ୍ରୀଙ୍କ ପାସ ହାର 74.73% ରହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes