ଧଉଳି ରଜ ଉତ୍ସବରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଅପରାଜିତା

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲଙ୍କ ସହ ଭୁବନେଶ୍ୱର ଧଉଳି ଠାରେ ଆୟୋଜିତ ରଜ ଉତ୍ସବରେ ଯୋଗଦେଇ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ l

ଏହି ଅବସରରେ ଆୟୋଜକ ବିଜେପି ଜିଲ୍ଲା ସଭାପତି ବାବୁ ସିଂ, ମଣ୍ଡଳ ସଭାପତି ଅରୁଣ ପୁରୋହିତ ବହୁ ଉତ୍ସାହୀ ଯୁବବନ୍ଧୁ ଏବଂ ନେତୃବୃନ୍ଦ ଉପସ୍ଥିତ ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes