ଦୟା ନଦୀ ପାଇଁ ଝାଡ଼ାବାନ୍ତି:ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଦୟା ନଦୀ ପାଣି ବ୍ୟବହାର ଯୋଗୁ କଣାସରେ ଝାଡ଼ାବାନ୍ତି ବ୍ୟାପୁଛି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର। ଜଟଣୀ ରାଣୀପୁରରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ପହଞ୍ଚିଛନ୍ତି। ନମୂନା ରିପୋର୍ଟ ଆସିବା ପରେ କାରଣ ଜଣାପଡ଼ିବ। ଦୟା ନଦୀ ପାଣି ବ୍ୟବହାର ନ କରିବାକୁ ମାର୍ଗଦର୍ଶିକା ଜାରି ହୋଇଛି। ରୋଷେଇ ଓ ପିଇବାରେ ବ୍ୟବହାର ନ କରିବାକୁ ଅପିଲ୍ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes