ଦ୍ରୌପଦୀ ମୁର୍ମୁଙ୍କୁ ବିଧାନସଭାରେ ସ୍ୱାଗତ କରାଗଲା

ନିଜ ସପକ୍ଷରେ ସମର୍ଥନ ଲୋଡ଼ିବାକୁ ଆଜି ଭୁବନେଶ୍ୱର ଆସିଥିବା ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ରାଜ୍ୟ ଅତିଥି ଭବନରେ ବିଜେପି ନେତା ମାନଙ୍କୁ ଭେଟିବା ପରେ ବିଧାନସଭାରେ ପହଞ୍ଚିଛନ୍ତି l
ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଜେଡ଼ି ସାଂସଦ ଓ ବିଧାୟକ ମାନେ ସ୍ୱାଗତ କରି ପାଛୋଟି ନେଉଥିବା ଦେଖିବାକୁ ମିଳିଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version