ଦ୍ରୌପଦୀଙ୍କ ଲାଗି ଖୁସିରେ ନାଚିଲେ ଅପରାଜିତା

ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ରାଷ୍ଟ୍ରପତି ପାର୍ଥୀନୀ ଦ୍ରୌପଦୀ ମୁର୍ମୁ ମହୋଦୟାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଲେ l

ଏହି ଅବସରରେ ସମସ୍ତ ରାଜ୍ୟ ନେତୃବୃନ୍ଦ ଏବଂ ବହୁ ସଂଖ୍ୟାରେ ଜନ ସାଧାରଣ ଉପସ୍ଥିତ ଥିଲେ l କିନ୍ତୁ ଲୋକ କଳାକାରଙ୍କ ସହିତ ଖୁସିରେ, ଉତ୍ସାହରେ ନାଚିଥିଲେ ସାଂସଦ l ନିଜେ କୀର୍ତ୍ତନ କରିବା ସହ ପୂରା ମଜ୍ଜି ଯାଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes