ଦ୍ରୌପଦୀଙ୍କୁ କଂଗ୍ରେସ ସମର୍ଥନ ଦେବନାହିଁ : ନରସିଂହ

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଭଲ ମଣିଷ ଓ ଭଲ ବିଧାୟିକା ହୋଇଥିଲେ ମଧ୍ୟ ସେ ବିଜେପିର ନୀତି ଆଦର୍ଶରେ ବିଶ୍ୱାସ କରୁଥିବାରୁ ତାଙ୍କୁ କଂଗ୍ରେସ ସମର୍ଥନ ଦେବନାହିଁ ବୋଲି ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ର ସ୍ପଷ୍ଟ କରିଛନ୍ତି l

ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱ ଘୋଷଣା ପୂର୍ବରୁ ବିରୋଧୀ ଦଳ ପ୍ରାର୍ଥୀ ଘୋଷଣା କରି ସାରିଥିବାରୁ ନିଷ୍ପତ୍ତି ପରିବର୍ତ୍ତନ ଅସମ୍ଭବ ବୋଲି ନରସିଂହ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version