ଦୋଷୀ ବାବୁଲା ଜେନାକୁ ଫାଶୀ ଦଣ୍ଡ

ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅନୁଗୁଳ ପୋକ୍ସୋ କୋର୍ଟ ଦୋଷୀ ବାବୁଲା ଜେନାକୁ ଫାଶୀ ଦଣ୍ଡ ଶୁଣାଇଲେ।

DNA ରିପୋର୍ଟ, ଫରେନ୍ସିକ ତଥ୍ୟ ଓ ସାକ୍ଷ୍ୟ ପ୍ରମାଣ ଆଧାରରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୦୨୫ ମାର୍ଚ୍ଚ ୧୪ରେ ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଘଟିଥିଲା ବର୍ବର କାଣ୍ଡ। ୪ ବର୍ଷ ୧୦ ମାସର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିଥିଲା ବାବୁଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes