ଦୋଲପୂର୍ଣ୍ଣମା ଉପଲକ୍ଷେ ଗାହକ ଯାତ୍ରା ଅତାବିରା ବ୍ଲକ କୁଲୁଣ୍ଡା

କୁଳୁଣ୍ଡାରେ ହରିବଂଶ ପୂର ଛଡିଶଗଡ଼ ଓ ଚେପଟି ବାହାଲ ଦଶମାଇଲର ତା ୭ ଓ ୮ ରିଖରେ ଦୋଳ ପୂର୍ଣ୍ଣମା ଉପଲକ୍ଷେ ସଂଚାରବାହାକ ଗାହକଯାତ୍ରା ପାଳିତ ହେବ।

ସତୁରି ବର୍ଷ ହେବ ଏହି ପରମ୍ପରା ଚାଲିଆସୁଛି। ହରିବଂଶ ପୁରର ବାହାକ ଜିତେନ୍ଦ୍ର ହରିପାଲ ଓ ସାଥୀ ଶଉକିଲାଲ ବାଗ ଓ ପରଘନିଆଁ ଛତର ଏବଂ ଚେପଟି ବାହାଲରବାହାକ ଶରତ ଗହିର ଓ ସାଥିସୁ ଦାମ ଭୋଇ ଓ ଉତ୍ତର ବଗାର ଦ୍ଵାରା ପରିବେଷିତ ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes