ଦୋକାନ ସାମ୍ନାରୁ ୩ କେଜି ସୁନା ଗହଣା ଲୁଟ

ରାୟଗଡ଼ା ଜିଲ୍ଲା ଗୁଣପୁର ହଳଦିଆ ନାଳ ନିକଟ ଗହଣା ଦୋକାନ ସାମ୍ନାରୁ ବ୍ୟାଗରେ ଥିବା ୩ କେଜି ଗହଣା ଓ ୨ ଲକ୍ଷ ଟଙ୍କା ଦୁର୍ବୃତ୍ତ ଲୁଟ୍ କରିଥିବା ଅଭିଯୋଗ ହୋଇଛି।

ଦୋକାନ ମାଲିକ ଦୋକାନ ଖୋଲିବା ପାଇଁ ଚାବି ଆଣିବା ବେଳେ ୨ ଦୁର୍ବୃତ୍ତ ଏକ ପଲ୍ସରରେ ଆସି ବ୍ୟାଗ୍ ଲୁଟି ନେଇଥିବା ଅଭିଯୋଗ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes