ଏଆଇ ଉପକରଣ ପାଇଁ ସବୁ ବିଭାଗକୁ ଚିଠି ଲେଖିଲା ସାଧାରଣ ପ୍ରଶାସନ ବିଭାଗ। ଦୈନନ୍ଦିନ ସରକାରୀ କାର୍ଯ୍ୟରେ AI ଉପକରଣ ବ୍ୟବହାର ଅତ୍ୟନ୍ତ ଜରୁରୀ, Al ଗ୍ରହଣ କାର୍ଯ୍ୟପ୍ରଣାଳୀକୁ ସୁଗମ, ତଥ୍ୟ-ଚାଳିତ ନିଷ୍ପତ୍ତି ଗ୍ରହଣକୁ ବୃଦ୍ଧି କରିବ। ଯାହା ଦ୍ବାରା ପ୍ରଶାସନିକ ଚ୍ୟାଲେଞ୍ଜଗୁଡ଼ିକୁ ମୁକାବିଲା କରିପାରିବେ କର୍ମଚାରୀ।
ଏଥିପାଇଁ ଗୋଟିଏ AI ଉପକରଣ କ୍ରୟ କରିବାକୁ ଅଧିକାର ଦିଆଯାଇଛି।