ଦେଶୀ ମହୁଲି ମଦ ଜବତ, ଚାରି ଗିରଫ

ଅନୁଗୁଳ ଜିଲ୍ଲା କିଶୋର ନଗର ଅଞ୍ଚଳରେ ଆଜି ଆଠମଲ୍ଲିକ ଓ ବଇଣ୍ଡା ଅବକାରୀ ବିଭାଗ ଚଢାଉ କରି ୮୪ ଲିଟର ଦେଶୀ ମହୁଲି ମଦ ଜବତ କରିଛି।

ଏହା ସହ ଚାରି ଜଣଙ୍କୁ ଗିରଫ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version