ଦେଶୀ ମଦ ଦୋକାନ ଭାଙ୍ଗିଲେ ମହିଳା

ଗଂଜାମ ଜିଲ୍ଲା ହିଞ୍ଜିଳି ଥାନା ଶାସନ ଆମ୍ବଗାଁରେ ଦେଶୀ ମଦ ଦୋକାନ ଭାଙ୍ଗିଛନ୍ତି ମହିଳା।

ଗାଁର ଶତାଧିକ ମହିଳା ଏକତ୍ରିତ ହୋଇ ଦୋକାନ ଭାଙ୍ଗିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version