ଦେଶୀ ବନ୍ଧୁକ କାରଖାନା ଠାବ

ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ସିଲେଇପଡ଼ା ଗାଁରେ ବିଳମ୍ବିତ ରାତିରେ ପୁଲିସ ଚଢ଼ାଉ କରି ଦେଶୀ ବନ୍ଧୁକ କାରଖାନା ଠାବ କରିଛି।

ଏହା ସହ ଜଣକୁ ଗିରଫ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes