ଦେବୀ ମାହେଶ୍ୱରୀଙ୍କ ନବକଳେବର ପାଇଁ ଶୁଭସ୍ତମ୍ଭ ସ୍ଥାପନ

ଆସନ୍ତା ଜୁନ ୭ରୁ ୧୧ ତାରିଖ ଯାଏ ହେବାକୁ ଥିବା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ଗ୍ରାମରେ ଦେବୀ ମାହେଶ୍ୱରୀଙ୍କ ନବକଳେବର ପାଇଁ ଆଜି ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି ।

ଗୋପାଳ ପାଢ଼ୀ ଓ ବସୁଦେବ ଦେହୁରୀ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes