ଦେବୀ ଦୁର୍ଗାଙ୍କ ପୂଜାରେ ସହର ଉତ୍ସବ ମୁଖର

କେନ୍ଦୁଝର ସହରର ବିଭିନ୍ନ ସ୍ଥାନରେ ଦୁର୍ଗା ପୂଜା ଧୁମ୍ ଧାମରେ ପାଳନ ହେଉଛି।

ରାସ ପୂଜା କମିଟି, ଡେଲି ମାର୍କେଟ, ସାର୍ବଜନୀନ ଦୁର୍ଗା ପୂଜା, ଗାନ୍ଧୀ ଛକ, ରିଜର୍ଭ ପୋଲିସ , ନିୟୁ କଲୋନୀ, ପୁରୁଣା ସହର ଆଦି ରେ ଦେବୀ ଦୁର୍ଗା ଙ୍କ ମୃଣ୍ମୟ ମୂର୍ତ୍ତି , ଆକର୍ଷଣୀୟ ମେଢ଼ ଦେଖିବାକୁ ଲୋକ ଙ୍କ ଭିଡ ଲାଗିଛି। ସେହିପରି ସରକାରୀ ବସ ଷ୍ଟାଣ୍ଡ ନିକଟ ଦୁର୍ଗା ମନ୍ଦିର ରେ ମଧ୍ୟ ପୂଜା ଅନୁଷ୍ଠିତ ହେଉଛି। ପ୍ରସାଦ ସେବନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes