ଆଜି ଦେବସ୍ନାନ ପୂର୍ଣ୍ଣିମାରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ସ୍ନାନ ମଣ୍ଡପରେ ଚାରି ଦିଅଁଙ୍କୁ ଆଣି ରୀତିନୀତି ଅନୁଯାଇ ୧୦୮ ସୁବାସିତ ପାଣିରେ ଦୀୟଙ୍କୁ ସ୍ନାନ ସେବାୟତ ଦ୍ଵାରା କରାଯାଇଥିଲା।
ଦୀୟଙ୍କୁ ଦେଖିବା ପାଇଁ ସହସ୍ର ଭକ୍ତଙ୍କର ଭିଡ ହେଇଥିଲା। କରୋନା ପାଇଁ ଗତ ଦୁଇବର୍ଷ ଭକ୍ତ ଏହି ରୀତିନୀତି ଦେଖିବାରୁ ବଂଚିତ ହୋଇଥିଲେ।