ଦେବର୍ଷି ନାରଦଙ୍କ ଜୟନ୍ତୀ ପାଳିତ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳାରେ କପ୍ତିପଦା-ଉଦଳା ସାମ୍ବାଦିକ ପରିବାର ତରଫରୁ ଆଜି ଉଦଳା ଟାଉନ କ୍ଲବ ସଭାଗୃହରେ ଦେବର୍ଷି ନାରଦଙ୍କ ଜୟନ୍ତୀ ପାଳିତ ହୋଇଛି ।

ମୁଖ୍ୟ ଭାବେ ଏନଏଏସି ଅଧ୍ୟକ୍ଷ ପ୍ରମିଳା ପଣ୍ଡା, ବିଧାୟକ ଭାସ୍କର ମଢେଇ, ବରିଷ୍ଠ ସାମ୍ବାଦିକ ଗୋଲକ ବାବୁ, ସନ୍ତୋଷ ବାଛିନି, କାନହୁ ବାବୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes