ଦେବଗଡ ବିଧାୟକଙ୍କ ଗିରଫ ପ୍ରତିବାଦରେ ଧାରଣା

ଦେବଗଡ ବିଧାୟକ ସୁବାଷ ପାଣୀଗ୍ରାହୀଙ୍କୁ ଗିରଫ ପ୍ରତିବାଦରେ ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ଏସପି ଅଫିସ ସମ୍ମୁଖରେ ଆଜି ଗଣ ଧାରଣା ଦିଆଯାଇଛି ।

ବିଜେପି ସମ୍ବଲପୁର ଜିଲ୍ଲା କମିଟି ଧାରଣା ମାଧ୍ୟମରେ ଅଭିଯୋଗ କରିଛି ଯେ ଦେବଗଡ଼ ବିଧାୟକଙ୍କ ଥାନାରେ ଦେଇଥିବା ଅଭିଯୋଗ ଆଧାରରେ ଦୋଷୀ ତିଲେଇବଣି ବିଡିଓଙ୍କୁ ମଧ୍ୟ ତୁରନ୍ତ ଗିରଫ କରାଯାଉ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes