ଆନନ୍ଦପୁରରେ ନାବାଳିକା ୪ ମାସର ଗର୍ଭବତୀ ଜଣା ପଡ଼ିବା ପରେ ସମ୍ପୃକ୍ତ ଗାଁରେ ଥିବା ଅନ୍ୟ ଏକ ଗୋଷ୍ଠୀର ଧର୍ମାନୁଷ୍ଠାନରେ ଭଙ୍ଗାରୁଜା କରିଛନ୍ତି ଲୋକେ।
ଅଭିଯୁକ୍ତ ଫେରାର ହୋଇ ସାରିଥିବାରୁ ପ୍ରବଳ ଉତ୍ତେଜନା ଦେଖାଦେଇଛି।ଗାଁରେ ଏସ୍ପିଙ୍କ ନେତୃତ୍ବରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।
Credible Local News of Odisha