ଦୁର୍ବୃତଙ୍କ ଆକ୍ରମଣରେ ଯୁବକ ଗୁରୁତର

କେନ୍ଦୁଝର ସହର ଗୋବିନ୍ଦପୁର ଗ୍ରାମର ଏକ ଦୋକାନକୁ ସାମଗ୍ରୀ ଯୋଗାଣ କରିବାକୁ ଯାଇଥିବା ବ୍ୟବସାୟୀ ରାଜେଶ କୁମାର ପଣ୍ଡାକୁ ଭୋଳା ନାମକ ଜଣେ ଯୁବକ ଅନ୍ୟ ଆଠ ଜଣଙ୍କ ସହିତ ମିଶି ଠେଙ୍ଗା ଓ କାଚ ବୋତଲରେ ଆକ୍ରମଣ କରିବାରୁ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ଚିକିତ୍ସିତ ଅଛନ୍ତି।

ଏନେଇ ଟାଉନ୍ ଥାନାରେ ଅଭିଯୋଗ ଦେବା ପରେ ପୁଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରି ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes