ଗଞ୍ଜାମ ଜିଲ୍ଲା ସିଆରିମାଳ ଗାଁରୁ ଗିରଫ କଲା ଭଞ୍ଜନଗର ପୋଲିସ। ବନ୍ଧୁକ ରଖିଥିବା ମାମଲାରେ ଗିରଫ କରିଛି। ଲମ୍ବୁ ପାଖରୁ ୩ ବନ୍ଧୁକ, ୩ ଗୁଳି ଜବତ ହୋଇଛି। ଲମ୍ବୁ ନାଁରେ ଥାନାରେ ଏକାଧିକ ମାମଲା ରହିଛି।ଗୋଟିଏ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ରେ ଥିଲା ଲେମ୍ବୁ।
Credible Local News of Odisha