ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସକିଲକୁ ତଡ଼ିପାର୍ ନିର୍ଦ୍ଦେଶ

ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସକିଲକୁ ତଡ଼ିପାର ନିର୍ଦ୍ଦେଶ ଦେଇଛି କମିଶନରେଟ ପୁଲିସ୍।

ସକିଲ ନିକଟରେ ଜେଲରୁ ଜାମିନରେ ମୁକୁଳିଥିଲା। ଜେଲରୁ ମୁକୁଳିବାରେ ନିକଟରେ ବିବାହ ମଧ୍ୟ କରିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version