ଭୁବନେଶ୍ବର ଜନପଥରେ ବାଇକ୍କୁ ଆମ ବସ୍ ଧକ୍କା ଦେବା ପରେ ଉତ୍ତ୍ୟକ୍ତ ଲୋକ ଆମ ବସ୍ ଭଙ୍ଗାରୁଜା କରିଛନ୍ତି। ୩ଟା ଆମ ବସ୍ ଭାଙ୍ଗିଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ।
ଦୁର୍ଘଟଣା ଘଟାଇଥିବା ଆମ ବସ୍ ସହ ଆଉ ୨ଟି ଆମ ବସ୍ ଭାଙ୍ଗିଦେଲେ।ପ୍ରାଣ ବିକଳରେ ଆମ ବସ୍ ଛାଡ଼ି ପଳାଇଲେ ଡ୍ରାଇଭର, କଣ୍ଡକ୍ଟର। ଲୋକଙ୍କୁ ଘଉଡ଼ାଇବା ପାଇଁ ପୋଲିସର ମୃଦୁ ଲାଠିଚାଳନା କରିଛି।