ଦୁର୍ଘଟଣାରେ ବାପାର ମୃତ୍ୟୁ ପରେ ପେଜ ପଡ଼ି ପୁଅ ମୃତ

କଟକ ଜିଲ୍ଲା ରାଜନଗର ଗାଁରେ ଖେଳୁଥିବା ୨ ବର୍ଷ ଶିଶୁ ଉପରେ ପେଜ ଢ଼ାଳି ହୋଇଯାଇଥିଲା। ଗୁରୁତର ହୋଇ ଏସସିବିରେ ଚିକିତ୍ସିତ ଥିବା ଶିଶୁର ଆଜି ମୃତ୍ୟୁ ହୋଇଛି।

ନିକଟରେ ରାନୀ ପଣ୍ଡା ଯାଉଥିବା କାର୍ ଧକ୍କାରେ ଶିଶୁଙ୍କ ବାପାଙ୍କର ମୃତ୍ୟୁ ଘଟିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes