ଝାରସୁଗୁଡ଼ା ଡାକ୍ତରଖାନା ସମ୍ମୁଖରେ କଲେଜ ଛାତ୍ରୀଙ୍କୁ ହାଇଡ୍ରା ମେସିନ୍ ଧକ୍କା ଦେବାରୁ ଘଟଣା ସ୍ଥଳରେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି।
ମୃତ କଲେଜ ଛାତ୍ରୀ ଲିଜା ଧୁରିଆ। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକ ରାସ୍ତାରୋକ କରିଥିବା ବେଳେ ଦୁର୍ଘଟଣା ସ୍ଥଳରେ ପୁଲିସ ଅଧିକାରୀ ଉପସ୍ଥିତ ଅଛନ୍ତି।
Credible Local News of Odisha