ଦୁର୍ଘଟଣାରେ ଅଧ୍ୟାପିକାଙ୍କ ମୃତ୍ୟୁ

ବାରିପଦା ସ୍ଥିତ ଏମପିସି ସ୍ବୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ଅଧ୍ୟାପିକା ମନୀଷା ଶର୍ମା ଆଜି ଏକ ସ୍କୁଟିରେ କଲେଜରୁ ଘରକୁ ଫେରୁଥିବା ବେଳେ ଏକ କାର ଧକ୍କାରେ ପ୍ରାଣ ହରାଇଥିବା ପୁଲିସ କହିଛି l
ଦୁର୍ଘଟଣା ପରେ ବହୁ ସଂଖ୍ୟକ ଛାତ୍ର କଲେଜ ରୋଡ଼ରେ ରାସ୍ତା ଅବରୋଧ କରି ଫେରାର କାର ଡ୍ରାଇଭରଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes