ଦୁର୍ଘଟଣାଗ୍ରସ୍ତ ହେଲା ବିଦେଶୀ ମଦ ବୋଝେଇ ପିକ ଅପ: ଲୋକେ ବୋହି ନେଲେ ମଦ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବାଉଁଶୁଳି ଦେଇ ଯାଇଥିବା ୪୯ ଜାତୀୟ ରାଜପଥ ବାଉଁଶୁଳୀ ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଏକ ଟ୍ରକ ବିଦେଶୀ ମଦ ବୋଝେଇ ପିକଅପକୁ ପଛପାର୍ଶ୍ୱରୁ ଧକ୍କା ଫଳରେ ମଦ ବୋଝେଇ ପିକ୍ଅପ ଭ୍ୟାନଟି ରାଜପଥ ଉପରେ ଓଲଟି ପଡ଼ିଛି।

ଏହାପରେ ରାଜପଥରେ ମଦ ବୋତଲ ଭାଙ୍ଗି ସମ୍ପୂର୍ଣ୍ଣ ରାଜପଥ କାଚ ଓ ମଦମୟ ହୋଇପଡ଼ିଛି। ଦୁର୍ଘଟଣା ପରେ କେତେକ ଲୋକ ବିଦେଶୀ ମଦ ପେଟିକୁ ନେଇଯାଉଥିବା ଦେଖିବାକୁ ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes