ଦୁର୍ଗା ପୂଜା କମିଟି ପକ୍ଷରୁ ପଣା ବଣ୍ଟନ

ସୋନପୁର ଜିଲ୍ଲା ଉଫୁଲା ପଞ୍ଚାୟତ ଅନ୍ତର୍ଗତ ରଥପୁର ଦୁର୍ଗ ପୂଜା କମିଟି ପକ୍ଷରୁ ଆଜି ପଣା ସଂକ୍ରାନ୍ତି ଅବସରରେ ସମସ୍ତ ଜନସାଧାରଣ ଙ୍କୁ ପଣା ବଣ୍ଟନ କରୁଥିବା ଦେଖିବାକୁ ମିଳିଛି। ଏଥିରେ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes