ଦୁର୍ଗାମାଧବ ଶତପଥୀ ଏମକେସିଜି ଅଧୀକ୍ଷକ

ବ୍ରହ୍ମପୁର ଏମକେସିଜି ମେଡ଼ିକାଲର ନୂଆ ଅଧୀକ୍ଷକ ନିଯୁକ୍ତି ହୋଇଛନ୍ତି ପ୍ରଫେସର ଦୁର୍ଗାମାଧବ ଶତପଥୀ।

ସେ କମ୍ୟୁନିଟି ମେଡିସିନ୍‌ ବିଭାଗର ମୁଖ୍ୟ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes