୨୦ ତାରିଖ ପୂର୍ବରୁ ଟ୍ବିନ୍ସିଟି ସମେତ ସବୁ ସହରାଞ୍ଚଳ ରାସ୍ତା ମରାମତି ହେବ ନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଆସନ୍ତା ୬ରେ ଏନେଇ EICଙ୍କ ଅଫିସ୍ରେ ସମନ୍ବୟ ବୈଠକ ବସିବ। ବିଭାଗୀୟ ମନ୍ତ୍ରୀ, ବିଧାୟକ, ମେୟର ଉପସ୍ଥିତ ରହିବେ କହିଛନ୍ତି ମନ୍ତ୍ରୀ।
Credible Local News of Odisha