ଦୁଇ ସହଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଯୋଗଦାନ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକରେ ଦୁଇ ଜଣ ନୂତନ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟରେ ଯୋଗ ଦେଇଥିବା ଜଣାଯାଇଛି । ନୂତନ ଅଧିକାରୀ ଦ୍ବୟ ସୁଶୀଳ କୁମାର ପରିଡ଼ା ଓ ବାଞ୍ଛାନିଧି ମିଶ୍ର ବୋଲି ଜଣାଯାଇଛି । ବୀରମହାରାଜପୁରର ବରିଷ୍ଠ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର ଉଭୟଙ୍କୁ ସ୍ବାଗତ ଜଣାଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes