ଦୁଇ ଲୁଟେରା ଗିରଫ, ୧.୪ କିଲୋ ସୁନା ଗହଣା ଜବତ

କିଛି ଦିନ ତଳେ ରାୟଗଡା ଜିଲ୍ଲାର ଗୁଣୁପୁର ଅଞ୍ଚଳରେ ଏକ ସୁନା ଦୋକାନରୁ 3 କିଲୋ ଗହଣା ଓ 2 ଲକ୍ଷ ଟଙ୍କା ଲୁଟ ମାମଲାରେ ପୁଲିସ ଆଜି ଆସିକାରୁ ଦୁଇଜଣ ଲୁଟେରାଙ୍କୁ ଗିରଫ କରି 1.4 କିଲୋ ଗହଣା ଓ ଏକ ବାଇକ ଜବତ କରିଛି l

ଦୁଇ ଲୁଟେରାଙ୍କ ଘର ଭଞ୍ଜନଗର ଓ ଯାଜପୁର ଅଞ୍ଚଳରେ ବୋଲି ପୁଲିସ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes