GRP କନଷ୍ଟେବଲ୍ ସୌମ୍ୟ ମୃତ୍ୟୁର ଖୁଲାସ କରିଛନ୍ତି ସାଙ୍ଗ ଓମ୍ ପ୍ରକାଶ।ସୌମ୍ୟ ଯୁବତୀଙ୍କୁ ମାଡ଼ ମାରିଥିବା ଘଟଣାକୁ ସ୍ୱୀକାର କଲେ ଏବଂ ଅସଦାଚରଣ ଘଟଣାକୁ ଖଣ୍ଡନ କଲେ ଓମ୍ ପ୍ରକାଶ। ହେଲେ ଦୁଇ ଯୁବତୀ ମିଛ କହୁଥିବା କହିଲେ ଓମ୍ ପ୍ରକାଶ। ୭୦/୮୦ ଲୋକ ଘେରିଗଲେ, ୧୦ରୁ ୧୨ ଜଣ ପିଟିଥିଲେ। ମୁହଁକୁ ଗୋଇଠା ମାଡ଼ ଓ ବାଉଁଶ ଫାଳିଆରେ ପିଟିଥିଲେ। ବିନା ୟୁନିଫର୍ମରେ ଭିଡ଼ ମଧ୍ୟରେ ପିସିଆର୍ ମଧ୍ୟ ସୌମ୍ୟଙ୍କୁ ପିଟୁଥିଲା।ୟୁନିଫର୍ମରେ ଥିବା ପିସିଆର୍ ଚୁପ୍ ହୋଇ ଦେଖୁଥିଲେ, ଆଇନକୁ ହାତକୁ ନେଇଥିବା ଲୋକଙ୍କୁ ଦଣ୍ଡ ମିଳିବା ଉଚିତ୍ କହିଛନ୍ତି ସୌମ୍ୟ।